ଚୀନର ମୁକାବିଲା ପାଇଁ ସୀମାରେ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ମୁତୟନ କଲା ଭାରତ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି କିଛିଟା ପ୍ରଶମିତ ହୋଇଥିଲେ ମଧ୍ୟ ଚୀନ ସେନାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ସେନା। ଏଥିପାଇଁ ସୀମାରେ ସେନାପକ୍ଷରୁ ଶକ୍ତି ବୃଦ୍ଧି କରାଯାଉଛି। ସୀମାକୁ ଭାରତୀୟ ଯବାନ ଓ ଓଜନିଆ ସାମରିକ ଉପକରଣ ପରିବହନ ପାଇଁ ଆମେରିକା ନିର୍ମିତ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆସାମରେ ଥିବା … Continue reading ଚୀନର ମୁକାବିଲା ପାଇଁ ସୀମାରେ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ମୁତୟନ କଲା ଭାରତ